ବୀର ଜୟରାମଙ୍କୁ ହରାଇ ଝୁରୁଛି ଶୋରିଷମାଳି ଗାଁ : ‘ପୁଲିସରେ ଭର୍ତ୍ତି ହୋଇ ପ୍ରତିଶୋଧ ନେବି’

ପୁଲିସ ପକ୍ଷରୁ ୧୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ ମାଲକାନଗିରି : ଯେଉଁ ପୁଅକୁ ନେଇ ଗାଁ ଗର୍ବ କରୁଥିଲା ସେହି ବୀର ପୁଅକୁ ହରାଇ ଆଜି ସମସ୍ତେ ଝୁରୁଛନ୍ତି। ପୁଲିସ ଓ ନକ୍ସଲ ଗୁଳି ବିନିମୟରେ ଜୟରାମ ସହିଦ ହେବା ପରେ ତାଙ୍କ ନିଜ ଗ୍ରାମ ଶୋରିଷମାଳି ଆଜି ସ୍ତବ୍ଧ ହୋଇଯାଇଛି। ତେବେ ବୀର ଜୟରାମଙ୍କ ବିଧବା ପତ୍ନୀ ଚମ୍ପା ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ‌ହୋଇ ପଡ଼ିଥିଲେ ବି … Continue reading ବୀର ଜୟରାମଙ୍କୁ ହରାଇ ଝୁରୁଛି ଶୋରିଷମାଳି ଗାଁ : ‘ପୁଲିସରେ ଭର୍ତ୍ତି ହୋଇ ପ୍ରତିଶୋଧ ନେବି’